ପଞ୍ଚାୟତ ସମିତି ମୁଖ୍ୟ ଗେଟର ଶୁଭ ଉଦଘାଟନ

ଆଜି ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୌଦ୍ଧ ପଞ୍ଚାୟତ ସମିତି ମୁଖ୍ୟ ଗେଟର ଶୁଭ ଉଦଘାଟନ କରିଥିଲେ।

ଏଥିରେ ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ରହି ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes