ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ।
ପଞ୍ଚାୟତକୁ ସୁଦୃଢ଼ କରିବାକୁ କାଲି ରାଜ୍ୟପାଳ ଏନେଇ ପ୍ରସ୍ତାବ ଦେଇଛନ୍ତି, ଏହାଦ୍ବାରା ଲୋକଙ୍କ ପାଖରେ ସହଜରେ ଯୋଜନା ପହଞ୍ଚିବ କହିଛନ୍ତି ମନ୍ତ୍ରୀ।
Credible Local News of Odisha