ପଞ୍ଚାୟତର ଅନେକ ସ୍ଥାନରେ ଜଳଛତ୍ର ଉଦଘାଟନ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ଗୁଡୁଗୁଡ଼ିଆ, ଖଳାଡ଼ି, ରାଇଦଣ୍ଡିଆ, ଛୋଟରାୟପୁର ସ୍ଥାନରେ ଜଳଛତ୍ର ଉଦଘାଟନ କରାଯାଇଛି ।

ଲୋକଙ୍କ ସୁବିଧା ନିମନ୍ତେ ଜଳଛତ୍ର ଆରମ୍ଭ ହୋଇଥିବା କହିଛନ୍ତି ସମିତି ସଭ୍ୟ ଦିଲୀପ ସାହୁ ।

Leave a Comment