ପଞ୍ଚାନନ କାନୁନଗୋ ହେଲେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ

ସେହିପରି କାର୍ଯ୍ୟକ୍ରମ କ୍ରିୟାନ୍ୱୟନ କମିଟି ଅଧ୍ୟକ୍ଷ ହୋଇଛନ୍ତି ଯଜ୍ଞେଶ୍ୱର ବାବୁ।

ପ୍ରଚାର ଓ ପ୍ରସାର କମିଟି ମୁଖ୍ୟ ହେଲେ ସଂଜୟ ତ୍ରିପାଠୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes