‘ପଏଁରୀ ତିହାର’ରେ ବିଧାୟକ ସମ୍ବର୍ଦ୍ଧିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ଗତ ବିଳମ୍ବିତ ରାତ୍ରରେ ସୋନପୁର ଠାରେ ଅନୁଷ୍ଠିତ ହୋଇଥିବା’ ପଏଁରୀ ତିହାର ‘ କାର୍ଯ୍ୟକ୍ରମ ରେ ଯୋଗଦେବା ସହ ଅନୁଷ୍ଠାନ ପକ୍ଷରୁ ଶ୍ରୀ ବିଧାୟକଙ୍କୁ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes