ପଂଚାୟତ ସ୍ତରୀୟ ବିପର୍ଯୟ ପରିଚାଳନା ବୈଠକ

ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ରେଆର ସୋନପୁର ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ ସ୍ତରୀୟ ଦୁର୍ବିପାକ ପରିଚାଳନା ଯୋଜନା ବୈଠକ ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପଂଚାୟତରେ ହେଉଥିବା ପ୍ରାକୃତିକ ବିପର୍ଯୟ ସମୟରେ ଯୋଜନା ଅନୁସାରେ କାର୍ଯ୍ୟ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ରେ ଆର କର୍ମୀ ସୁଦାମ ଗାଈଗରିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes