ପଂଚାୟତ ସ୍ତରୀୟ ଦୁର୍ବିପାକ ପରିଚାଳନା ବୈଠକ

ରେଆର ସୋନପୁର ଦ୍ବାରା ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉଡାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରିୟ ଦୁର୍ବିପାକ ପରିଚାଳନା ଯୋଜନା ବୈଠକ ସ୍ଥାନୀୟ ସରପଂଚଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes