ନ୍ୟାୟ ପାଇବାକୁ ସଂଗ୍ରାମ କରି ଜଣେ ଝିଅଟି ଆଖି ବୁଜିଲା : ନବୀନ

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇ ଯାଇପାରେ ଅଧିକ ବିଚଳିତ କରୁଛି, ସବୁଠୁ ଦୁଃଖର କଥା, ଏହା କୌଣସି ଦୁର୍ଘଟଣା ନୁହେଁ, ବ୍ୟବସ୍ଥାର ଫଳ କହିଛନ୍ତି ନବୀନ।

ଯୌନ ନିର୍ଯାତନା ବିଷୟରେ ସେ ସମସ୍ତଙ୍କୁ ଅବଗତ କରିଥିଲା, ଯଦି କେହି ହସ୍ତକ୍ଷେପ କରିଥାନ୍ତେ ହୁଏତ ଝିଅଟି ବଞ୍ଚିଯାଇଥାନ୍ତା, ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍‌ ନୁହେଁ, ଏହା ଯୋଜନାବଦ୍ଧ ଅନ୍ୟାୟ କହିଛନ୍ତି ନବୀନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes