ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ ରେଜଲ୍ଟ ଆଜି ପ୍ରକାଶ ପାଇଥିବା ବେଳେ ସାରା ଦେଶରେ ୧୩୫୭ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
୧୩ ନମ୍ବର ସ୍ଥାନରେ ରହି ଓଡ଼ିଶାର ସୁଦୀତି ରାଉତ ରାଜ୍ୟ ଟପ୍ପର ହୋଇଥିବା ବେଳେ ୧୪ ନମ୍ବର ସ୍ଥାନରେ ଓଡ଼ିଶାର ଅମ୍ଳାନ ଅଂଶୁମତ ସାହୁ
ଅଛନ୍ତି।
Credible Local News of Odisha