ନେହେରୁ ୟୁଥ କ୍ଲବ ତରଫରୁ ସ୍ବାଧିନତା ଦିବସ ପାଳିତ

ବିନିକା ବ୍ଳକ ଅନ୍ତର୍ଗତ ବାଉସୁନି ନେହେରୁ ଯୁବ କେନ୍ଦ୍ର ତରଫରୁ ଅନୁଷ୍ଟିତ ୭୬ତମ ସ୍ବାଧିନତା ଦିବସ ପାଳନ ଅବସରରେ ସଭାପତି ଜନାର୍ଦ୍ଦନ ଖମାରି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ସମସ୍ତ ସଦସ୍ୟ ଉପସ୍ଥିତ ରହି ଜାତୀୟ ପତାକା କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes