ନେଲୁଙ୍ଗ ମନ୍ଦିରରେ ମହାନ୍ ଗୀତାଯଜ୍ଞ ଅନୁଷ୍ଠିତ

ସଦର ବ୍ଲକ ନେଲୁଙ୍ଗ ଗ୍ରାମ ର ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସର ରେ ମହାନ୍ ଗୀତାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ସୂର୍ଯ୍ୟ ପୂଜା ଓ ଅନ୍ୟାନ୍ୟ ବିଧି ପୂଜା ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀ ଓ ଆଖପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ସାମିଲ ହୋଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes