ନୂତନ ସାଇମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଉଦଳା ଏନଏଏସିରେ ଆଜି ଗୁରୁବାରରେ ଉଦଳା ସାଇ ଦରବାର ତରଫରୁ ଶୁଭ ମୁହୁର୍ତ୍ତରେ ଐଶାନ କୋଣରେ ଶ୍ରୀ ସାଇ ମହାରାଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା ।

ଏଥିପାଇଁ ବହୁତ ଶିଘ୍ର ଏକ ନୂତନ ସାଇ ମନ୍ଦିର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଦରବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes