ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଭୀମତାଳି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଉଛି ଅମ୍ବୃତ୍ ସରଭର ଓ ଗ୍ରାମୀଣ ପାର୍କ।
ଏହି କାର୍ଯ୍ୟକୁ ଉଦଳା ବିଡ଼ିଓ ଦେବଜାନୀ ଭୁଁୟା ତଦାରଖ କରିଛନ୍ତି। ତେବେ ଏହାର ସୌଦର୍ଯ୍ୟକୁ ଲୋକମାନେ ମନଭରି ଉପଭୋଗ କରିବା ସହ ଛୋଟ ଛୋଟ ପିଲାମାନେ ପାର୍କରେ ବୁଲା ବୁଲି କରିବା ସହ ଖେଳିବା ସୁଯୋଗ ପାଇ ପାରିବେ ବୋଲି କହିଛନ୍ତି ବିଡ଼ିଓ।