ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନରେ ଆଜି ନୂତନ ଥାନା ଅଧିକାରୀ ଭାବେ ସୁସ୍ମିତା ମଗର ଯୋଗ ଦେଇଛନ୍ତି।‌

ଏହି ଅବସରରେ ଅଞ୍ଚଳର ସାମାଜିକ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦେଉଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes