ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

୩ ବର୍ଷରେ ୧ ଲକ୍ଷ ଯୁବକଯୁବତୀଙ୍କର ଦକ୍ଷତା ବିକାଶ ଲକ୍ଷ୍ୟ ରହିଥିବା ବେଳେ ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟ ବରାଦ କଲେ ସରକାର।

ଉନ୍ନତ ମାନର ପ୍ରଶିକ୍ଷଣ ଓ ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ ଦିଆଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‌ ଅନ୍‌ ସ୍କିଲ୍‌ ପାଠ୍ୟକ୍ରମ ବ୍ୟବସ୍ଥା ରହିବ। ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଡିଜିଟାଲ-ଇ ପାଠ୍ୟକ୍ରମ ବ୍ୟବସ୍ଥା କରାଯିବ। ରାଜ୍ୟର ୩୦ ଜିଲ୍ଲାରେ ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes