ନୂଆ ରୂପରେ ଭୁବନେଶ୍ୱରର ଉତ୍କଳ ମଣ୍ଡପ

ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣ୍ଡପକୁ 96 ଲକ୍ଷ 50 ହଜାର ଟଙ୍କାରେ ଆକର୍ଷଣୀୟ ଭାବେ ସୌନ୍ଦର୍ଯ୍ୟକରଣ କରାଯାଇଛି l
ଏଠାରେ ଏବେ ଦର୍ଶକଙ୍କୁ ମନୋଜ୍ଞ ପରିବେଶରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version