ନୂଆ ଟିମ ଗଠନ ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି!

ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନୂଆ ଟିମ ଗଠନ ପାଇଁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି l
ଏପରିକି କେତେକ ମନ୍ତ୍ରୀ ଇତି ମଧ୍ୟରେ ଇସ୍ତଫା ଦେଇ ସାରିଥିବା ବେଳେ ଆହୁରି 10 ରୁ ଅଧିକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଫୋନ କରାଯାଇଥିବା କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version