୨୦୨୬-୨୭ରେ ନୂଆ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଛନ୍ତି ରାଜ୍ୟ ସରକାର। ପ୍ରସ୍ତାବ ଆସିଲେ ବିଚାର କରାଯିବା ନେଇ ଗୃହରେ ରାଜସ୍ୱ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି।
୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ପତ୍ର ସରକାରଙ୍କ ହସ୍ତଗତ ହୋଇଛି।ଉପଯୁକ୍ତ ସମୟରେ ସରକାର ବିଚାର କରିବେ କହିଲେ ରାଜସ୍ୱ ମନ୍ତ୍ରୀ।
Credible Local News of Odisha