ନୂଆ ରାଜସ୍ବ ଗାଁ ପାଇଁ ସବୁ ତହସିଲରେ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ୍ ହେବ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ନୂଆ ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ୍ ହେବ, ମୂଳ ଗାଁରେ ଥିବା ଖାତା ଓ ପ୍ଲଟ୍ ନମ୍ବର ବଦଳି ନୂଆ ହେବ ଏବଂ ଭୂଲେଖରେ ନୂଆ ଗାଁର ନାମ ସ୍ଥାନ ପାଇବ କହିଛନ୍ତି ମନ୍ତ୍ରୀ।