ନୂଆଗାଁ ଗ୍ରାମବାସୀଙ୍କ ଗ୍ରୀଡ କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଦ୍ୟୁତ୍ ଗ୍ରୀଡ ଅଧିନସ୍ଥ କଳାପଥର ପଞ୍ଚାୟତର ନୂଆଗାଁ ଗ୍ରାମରେ ଆଜିକୁ ଆଠ ଦିନ ହେଲା ବିଦ୍ୟୁତ୍ ନ ଥିବା ଅଭିଯୋଗ ହୋଇଛି ।

ଏହା ପ୍ରତିବାଦରେ ଆଜି ଗ୍ରାମବାସୀ ସ୍ଥାନୀୟ ଗ୍ରିଡ କାର୍ଯ୍ୟାଳୟ ଘେରାଉ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version