ନୂଆଁଖାଇ ଛୁଟି ତିନି ଦିନ କରାଯିବାକୁ ଦାବି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସରକାରୀ କାର୍ଯ୍ୟାଳୟମାନଙ୍କରେ ତିନି ଦିନ ଛୁଟି ଘୋଷଣା କରିବାକୁ ଆଜି କୋଶଳ ସେନା ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes