ନୁଦଡିହାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବ୍ ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଉପଖଣ୍ଡ ପ୍ରସିଦ୍ଧ ନୁଦଡିହା ଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଦେବ୍ ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଛି ।

ସେବାୟତମାନେ ଠାକୁରଙ୍କର କଳସରେ ଜଳ ଆଣି ସ୍ନାନାଦି କାର୍ଯ୍ୟ କରିଥିଲେ । କିଛି ସମୟରେ ମଧ୍ୟରେ ଗଜବାମନ ବେଶ ଧାରଣ କରିବେ ବୋଲି କମିଟିର ପରିଚାଳକ ନକୁଳ ଜେନା କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version