ନିଶା ମାଫିଆ କାହ୍ନା ଓରଫ କୃଷ୍ଣ ଚନ୍ଦ୍ର ନାଥ ନିଶା ଟଙ୍କାରେ ସରକାରୀ ଜାଗାରେ ତିଆରି କରିଥିବା ଘରକୁ ଭାଙ୍ଗିଛି କମିଶନରେଟ୍ ପୁଲିସ।
ମଞ୍ଚେଶ୍ବର ଥାନା ଅଞ୍ଚଳରେ ଥିବା ଘରକୁ ବିଡିଏ ଜରିଆରେ ଭଙ୍ଗା ଯାଇଛି। ଗତ ମେ’ ମାସ ୨୨ ତାରିଖରେ କାହ୍ନାକୁ ଗିରଫ କରିଥିଲା ପୁଲିସ ।
Credible Local News of Odisha