ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚଢ଼ାଉ କରି କମିଶନରେଟ ପୁଲିସ ୫୦ ଗ୍ରାମ ବ୍ରାଉନ ସୁଗାର ସହ ଲକ୍ଷେ ଟଙ୍କା ଜବତ କରିଛି।
ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
Credible Local News of Odisha