ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର

ସମ୍ବଲପୁରରେ ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଘଟଣାରେ ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର।

ଘଟଣାର ତଦନ୍ତ ନସରିବା ଯାଏଁ ସହକାରୀ ପ୍ରଫେସର ନିଲମ୍ବିତ ରହିବେ।ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିର୍ଦ୍ଦେଶକ୍ରମେ କୁଳସଚିବ ନିଲମ୍ବନ କଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes