ନିଲମ୍ବିତ କଂଗ୍ରେସ ନେତାଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ

କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ସଂଗଠନ ସୁଦୃଢ଼ ପାଇଁ ନିଷ୍ପତ୍ତି ହୋଇଛି କହିଛନ୍ତି ଅଜୟ କୁମାର। କଂଗ୍ରେସରୁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ ନିଲମ୍ବିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes