ନିଲମ୍ବନ ହେବେ ଗିରଫ ହୋଇଥିବା ୬ ବନ କର୍ମଚାରୀ

କଟକ ଜିଲ୍ଲା ଆଠଗଡ଼ ବନ ବିଭାଗ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ୬ ବନ କର୍ମଚାରୀ ନିଲମ୍ବନ ହେବେ ନେଇ ସୂଚନା ଦେଇଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ।

ରେଂଜରଙ୍କୁ ଛାଡ଼ି ଅନ୍ୟମାନଙ୍କୁ ନିଲମ୍ବନ କରିବେ ଡିଏଫଓ। ରେଂଜରକୁ ନିଲମ୍ବନ ପାଇଁ ବନ ବିଭାଗକୁ ସୁପାରିସ କରିବେ ଡିଏଫଓ। ମୃତ ଧନେଶ୍ୱର ବେହେରା ନାଁରେ ପୂର୍ବରୁ ଅନେକ ମାମଲା ରହିଛି, ବର୍ତ୍ତମାନର ମାମଲାରେ ଧନେଶ୍ୱର ସମ୍ପୃକ୍ତ କି ନାହିଁ ତଦନ୍ତ କରାଯିବ ବୋଲି କହିଛନ୍ତି ପିସିସିଏଫ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes