ନିର୍ମାଣ ହେବ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ : ମନ୍ତ୍ରୀ

ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳରେ ସ୍କୁଲ ନିକଟରେ ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ କହିଲେ ରାଜସ୍ବ ମନ୍ତ୍ରୀ। ବିପର୍ଯ୍ୟୟ ବେଳେ ନେବେ, ଅନ୍ୟ ସମୟରେ ସାମାଜିକ କାର୍ଯ୍ୟରେ ବ୍ୟବହାର ହେବ। ଯାହାଫଳରେ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବନି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes