ମାଷ୍ଟର ପ୍ଲାନ ପାଇଁ ସେତୁ ଓ ନିର୍ମାଣ ନିଗମକୁ ଦାୟିତ୍ବ ଦିଆଯାଇଛି ନେଇ ପୂର୍ତ୍ତ ମନ୍ତ୍ରୀ ସୂଚନା ଦେଇଛନ୍ତି। ମାଷ୍ଟର ପ୍ଲାନ ଅନୁମୋଦନ ପରେ ବ୍ୟୟ ଅଟକଳ ହେବ। ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା ଥିବାରୁ ପାର୍କିଂ ସମସ୍ୟା ରହୁଛି। ତେଣୁ ନୂଆ ଲୋକସେବା ଭବନ ନିର୍ମାଣ ହେବ କହିଛନ୍ତି ମନ୍ତ୍ରୀ।