ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା: ଓଡ଼ିଶା ଆସୁଛନ୍ତି ୧୫ କଂପାନୀ ସିଏପିଏଫ

ଆଜି ୧୫ କଂପାନୀ ସିଏପିଏଫ ଆସୁଛନ୍ତି। ୧୫ ଜିଲ୍ଲାରେ ମୁତୟନ ହେବେ।

ଏ ନେଇ ସୂଚନା ଦେଲେ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬୦ କଂପାନୀ ଫୋର୍ସ ଆସିବେ, ପରିସ୍ଥିତି ଦେଖି ଫୋର୍ସ ସଂଖ୍ୟା ଆହୁରି ବଢ଼ିପାରେ କହିଛନ୍ତି ଏଡିଜି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes