ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଜିଲ୍ଲା ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଏହି ଘଟଣା ଘଟିଛି।

ବୁଥ୍‌ରେ ହଠାତ ଅସୁସ୍ଥ ପରେ ଅଚେତ ହୋଇ ପଡ଼ିଥିଲେ ବିଏଲଓ ମନୋରଞ୍ଜନ ସାହୁ। ବିଞ୍ଝାରପୁର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes