ନିର୍ଦ୍ଵନ୍ଦରେ ପ୍ରକାଶ ସାହୁ ହେଲେ ସଭାପତି

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ସେବା ସମବାୟ ସମିତିର ସଭାପତି ଭାବେ ଆଜି ଇଞ୍ଜିନିୟର ପ୍ରକାଶ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version