ନିରାକାରପୁରରେ ବିଶ୍ବଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ନିଳକଂଠେଶ୍ବର ଦେବଙ୍କ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଅଛି।

ଏହି ଅବସରରରେ ପାରଂପରା ଅନୁଯାଯୀ ମାନସିକଧାରୀଙ୍କ ଆଜି କଳସ ଯାତ୍ରା ଦେଖିବାକୁ ମିଳିଛି। ବିଶ୍ବ, ଦେଶ ଓ ଅଂଚଳରେ ଶାନ୍ତି ଓ ବିଶ୍ବ କଲ୍ୟାଣ ନିମନ୍ତେ ଏହି ମହାଯଜ୍ଞର ମୂଳ ଉଦ୍ଦେଶ୍ଯ। ଆସନ୍ତା କାଲି ଠାରୁ ବିଧି ଅନୁଯାୟୀ ଯଜ୍ଞ ଆରମ୍ଭ ହୋଇ ୧୧ ତାରିଖରେ ପୂର୍ଣାହୁତି ହେବାର ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes