ନିରଂଜନ ହେଲେ ସଭାପତି, ସମ୍ପାଦକ ହେଲେ ଶରତ

କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ ନିର୍ବାଚନରେ ସଭାପତି ଭାବେ ନିରଞ୍ଜନ ନାୟକ ଓ ସମ୍ପାଦକ ଭାବେ ଶରତ ଦାସ ନିର୍ବାଚିତ ହୋଇଛନ୍ତି।

ଉପ ସଭାପତି ଭାବେ ଜୟକୃଷ୍ଣ ପଣ୍ଡା ଓ ରାଜେନ୍ଦ୍ର ମହାକୁଡ , ଯୁଗ୍ମ ସମ୍ପାଦକ ଭାବେ ମାଷ୍ଟର ସରିନମ ଓ ନିର୍ମଳ ନାୟକ, କୋଷାଧ୍ୟକ୍ଷ ଭାବେ ଦେବାଶିଷ ମିଶ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version