ନିଯୁକ୍ତ ହେବେ ଅତିଥି ଅଧ୍ୟାପକ

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୬ ମାସ ପାଇଁ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ କଲେଜର ରେଜିଷ୍ଟ୍ରାରଙ୍କୁ ଚିଠି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes