ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ କୋଣାର୍କ ଯିବ ନୂତନ ରେଳଲାଇନ୍‌

ଫାଇନାଲ୍‌ ଲୋକେସନ୍‌ ସର୍ଭେ ପାଇଁ ଅନୁମୋଦନ ମିଳିଛି, ମୋ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ପାଇଁ ଆଶୀର୍ବାଦ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ନୂଆ ରେଳଲାଇନ୍‌ ସ୍ଥାନୀୟ ଅର୍ଥନୀତି, କୃଷି ଆଦି କ୍ଷେତ୍ର ପାଇଁ ସହାୟକ ହେବ। ସ୍ଥାନୀୟ ଗମନାଗମନ ଓ ପର୍ଯ୍ୟଟନ ପାଇଁ ଏହି ପ୍ରକଳ୍ପ ବେଶ୍‌ ଲାଭଜନକ ହେବ। ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ ପାଇଁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଉଛି କହିଛନ୍ତି ପ୍ରଭାତୀ ପରିଡ଼ା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes