ନିମାପଡ଼ାରେ ନାବାଳିକାଙ୍କୁ ଜାଳିଦେବା ଘଟଣା: ଏମ୍ସରେ ବିଜେଡି ଟିମ୍

ପୀଡ଼ିତାଙ୍କ ଅଧାରୁ ଅଧିକ ଶରୀର ଜଳିଯାଇଛି, ପୀଡ଼ିତାଙ୍କ ସହ ଆଉ କ’ଣ ଅପରାଧ ହୋଇଛି ଜଣା ପଡ଼ିନି, ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ହୋଇଛି, ନୈତିକ ଦାୟିତ୍ବ ନେଇ ଉପମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ,
ସରକାରଙ୍କ ଦ୍ବାରା ମହିଳା ସୁରକ୍ଷା ହେବନି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes