ନିବେଦିତା ପବ୍ଳିକ୍ ସ୍କୁଲରେ ଅନୁଷ୍ଠିତ ହେଲା ବନ ମହୋତ୍ସବ କାର୍ଯ୍ୟକ୍ରମ

ଆଜି ବରଗଡ଼ ଜିଲ୍ଲା ଭଟଲି ଠାରେ ସ୍ଥିତ ନିବେଦିତା ପବ୍ଳିକ୍ ସ୍କୁଲ ପରିସରରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି ବନ ମହୋତ୍ସବ କାର୍ଯ୍ୟକ୍ରମ।

ପିଲାମାନେ ଗଛ ଚାରା ଧରି ପାଖରେ ଥିବା ଜଙ୍ଗଲରେ ଗଛ ଲଗାଇ ପରିବେଶ ସୁରକ୍ଷାର ଏକ ବାର୍ତ୍ତା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes