ନିଜ ଗାଡ଼ି ନମ୍ବର ପ୍ଲେଟରେ ପୋଲିସ କିମ୍ବା OHRC ଲୋଗୋ ଲଗାଇଲେ ଜବତ ହେବ ନେଇ ସମସ୍ତ RTOଙ୍କୁ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୧୦ ଯାଏଁ ସାରା ରାଜ୍ୟରେ ଚାଲିବ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ।ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତୀତ ଅନ୍ୟ ଲୋଗୋ ମନା ହୋଇଛି। କିଛି ବ୍ୟକ୍ତି ଏଭଳି ଲୋଗୋ ଲଗାଇ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଥିଲା।