ନିଜେ ଓପାସରେ ରହି ଅନ୍ୟଙ୍କୁ ପଣା ପିଆଇଲେ

କେନ୍ଦୁଝର ଜିଲ୍ଲା ରାଇସୁଆଁ ଠାରେ ପଣା ସଂକ୍ରାନ୍ତିରେ ଭାଇଚାରାର ଏକ ଭିନ୍ନ ପରମ୍ପରା ଦେଖାଦେଇଥିଲା।

ସ୍ଥାନୀୟ ସାମାଜିକ କର୍ମୀ ଜୟନୁଲ ଆବେଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ପଣା ବାଣ୍ଟିଲେ। ରମଜାନ ମାସ ହୋଇଥିବାରୁ ସେ ଦିନରେ ନିର୍ଜଳା ଓପାସ ରହୁ ଥିବାବେଳେ ଏଭଳି ସାର୍ବଜନୀନ କାର୍ଯ୍ୟରେ ଯୋଗ ଦେଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes