ପାତ୍ରପୁର ବ୍ଲକ୍ ମାରମାରିଆ ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍ ସୁରକ୍ଷିତ ଥିବା ସୂଚନା ମିଳିଛି।
ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା ବୁରାତାଳ ପିକ୍ନିକ୍ ସ୍ପଟ୍ରୁ ନିଖୋଜ ହୋଇଥିଲେ। ଆଜି ମାରମାରିଆ ଗାଁକୁ ଯାଇ ୟୁଟ୍ୟୁବର୍କୁ ଆଣିବ ପୁଲିସ।
Credible Local News of Odisha