ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା ଜିଲ୍ଲା କୁଡ଼ିଙ୍ଗଗୁଡ଼ା ନଦୀରେ ଭାସିଯାଇ ଯୁବକ ନିଖୋଜ ଘଟଣାରେ ଅଗ୍ନିଶମ ବାହିନୀ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି।

କୁଡ଼ିଙ୍ଗଗୁଡ଼ା ନଦୀରୁ ବାଲି ଉଠାଣ ବେଳେ ୨ ଜଣ ଭାସିଯାଇଥିଲେ। ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରାକ୍ଟରରେ ବାଲି ବୋଝେଇ କରିବା ବେଳେ ପାଣି ମାଡ଼ି ଆସିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes