ନିଖୋଜ ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କୁ ପୁରୁଷ ବନ୍ଧୁ ଦୀପକ ରାଉତ ଗତ ୬ ତାରିଖରେ ଭୁବନେଶ୍ବରରେ ହତ୍ୟା କରିଥିଲା। ହତ୍ୟା ପରେ ଘଟଗାଁ ଜଙ୍ଗଲରେ ମୃତଦେହ ଫିଙ୍ଗି ଦେଇଥିବା ସୂଚନା ମିଳିଛି।
ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେବ କମିଶନରେଟ୍ ପୁଲିସ।
Credible Local News of Odisha