ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ ଘଟଣାରେ ୪ ଦିନ ପରେ ନାବାଳକକୁ ଉଦ୍ଧାର କଲା ପୋଲିସ। ନାବାଳକର କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି। ଉଲ୍ଲେଖଯୋଗ୍ୟ, କରାଟେ କ୍ଲାସ୍ ଯାଇ ଘରକୁ ଫେରିନଥିଲେ ଛାତ୍ର। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Credible Local News of Odisha