ନିଖୋଜର ୪ ଦିନ ପରେ ନାବାଳିକାର ମୃତଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉଜିଆବସା ଗାଁର ୧୧ ବର୍ଷର ଝିଅ ୪ ଦିନ ତଳୁ ନିଖୋଜ ଥିଲା।

ଘର ଠାରୁ ୫୦୦ ମିଟର ଦୂର ବୁଦାମୂଳରୁ ମୃତଦେହ ଉଦ୍ଧାର ହୋଇଛି। ଗତ ୮ରେ ଘର ସାମ୍ନାରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା।ମୃତ ନାବାଳିକାଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes