ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ଗିରଫ

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ପୂର୍ବତନ ସଭାପତି ରଞ୍ଜନ ମଲ୍ଲିକଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କଲା ମଧୁପାଟଣା ପୋଲିସ୍।

ରଞ୍ଜନଙ୍କ ନାଁରେ ୨୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ଗୁରୁତର ଅଭିଯୋଗ ହୋଇଛି। ମଧୁପାଟଣା ଥାନାରେ ଗୃହରକ୍ଷୀ କର୍ମକର୍ତ୍ତାଙ୍କୁ ଧମକ ଦେବାର ବି ଅଭିଯୋଗ ରହିଛି। ସୋସିଆଲ୍ ମିଡ଼ିଆରେ ଆତ୍ମାହୁତି ଧମକ ଦେଇ ଚର୍ଚ୍ଚାରେ ଥିଲେ ରଞ୍ଜନ ମଲ୍ଲିକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes