ନିଆଳିର ଏକ କଲେଜରେ ଏକକାଳୀନ 27 କୋଭିଡ ସଂକ୍ରମିତ

କଟକ ଜିଲ୍ଲା ନିଆଳିର ଏକ କଲେଜରେ ଏକକାଳୀନ 27 ଜଣ ଛାତ୍ରଛାତ୍ରୀ କୋଭିଡରେ ଆକ୍ରାନ୍ତ ହୋଇଥିବାରୁ କର୍ତ୍ତୃପକ୍ଷ କଲେଜକୁ ସାତ ଦିନ ପାଇଁ ସଟଡାଉନ ଘୋଷଣା କରିଥିବା କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije