ନିଆଁ ଲାଗି ଜଳିଗଲା ୨ ବଖରା ଘର

ଢେଙ୍କାନାଳ ଜିଲ୍ଲା ଡାଉଁଶନାଳୀ ଗାଁରେ ନିଆଁ ଲାଗି ୨ ବଖରା ଘର ଜାଳି ଯାଇଥିବା ବେଳେ ପରିବାର ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଏହା ସହ ୧୦ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଗତକାଲି ବିଳମ୍ବିତ ରାତିରେ ମଶା ପାଇଁ ଧୂଆଁ ଦିଆଯାଇଥିବା ଜାଳରୁ ନିଆଁ ଲାଗିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes