ନିଆଁ ଲାଗି ଜଳିଗଲା ମୋ ବସ୍‌; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲାରୁ ବେଦବ୍ୟାସ ଯିବା ବେଳେ ଟିସିଆଇ ଛକରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୋ ବସ୍‌ରେ ନିଆଁ ଲାଗିଯାଇଥିଲା।

ବସ୍‌ରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes