ନାଳରୁ ମାଛ ଧରିବା ବେଳେ ୩ ଜଣ ଭାସିଗଲେ

ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଯାଇଛନ୍ତି।

ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛି। ଅନ୍ୟ ଜଣଙ୍କର ମୃତଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଭରସୁଜା ନିକଟ କୁଲାରୀ ନାଳରେ ଭାସିଗଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes